Monday, May 20, 2024
HomeSPECIALଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ଲଞ୍ଚିଂ ପାଇଁ ପ୍ରସ୍ତୁତ ଭାରତର ସୋଲାର ମିଶନ ଆଦିତ୍ୟ-ଏଲ ୧

ବେଙ୍ଗାଲୁରୁ : ଚନ୍ଦ୍ରାବତରଣ ପରେ ସୂର୍ଯ୍ୟ ମିଶନ ପାଇଁ ପ୍ରସ୍ତୁତ ଭାରତ। ସୋଲାର ମିଶନ ଆଦିତ୍ୟ ଏଲ ୧ ଶନିବାର ସେପ୍ଟେମ୍ବର ୨ରେ ଲଞ୍ଚ ହେବ। ଚାରି ମାସର ଯାତ୍ରା ସମୟରେ ଆଦିତ୍ୟ ଏଲ୧ ୧୫ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରି ଲାଗ୍ରାଙ୍ଗିଆନ ୧ ପଏଣ୍ଟରେ ପହଞ୍ଚିବ୧ ଯେଉଁଠାରୁ ସେ ମହାକାଶ ପାଗ ଉପରେ ସୂର୍ଯ୍ୟଙ୍କ ପ୍ରଭାବକୁ ନେଇ ଅଧ୍ୟୟନ କରିବ।

ଆଦିତ୍ୟ ଏଲ ୧ର ଲଞ୍ଚ ଯାନ ପିଏସଏଲଭି-ସି୫୭ ଶ୍ରୀହାରିକୋଟା ଠାରେ ଲଞ୍ଚ ପ୍ୟାଡରେ ପହଞ୍ଚି ସାରିଛି। ଇସ୍ରୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏହି ଫଟୋ ଶେୟାର କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments