Sunday, May 19, 2024
HomeSPECIAL‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments