
ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି ।ବନ୍ୟାଜଳ ସମୁଦାୟ ୧୬ଟି ଗେଟ ଦେଇ ନିଷ୍କାସନ ହେବ ।ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ଆଉ ୪ଟି ଗେଟ୍ ଖୋଲି ଦିଆଯାଇଛି ।ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ତଳ ସ୍ତରରେ ଜଳସ୍ତର ବଢିବାରେ ଲାଗିଛି ।ପ୍ରତି ସେକେଣ୍ଡରେ ୩ ଲକ୍ଷ ୨ ହଜାର ୮ଶହ ୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।ତେବେ ବର୍ତମାନ ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।