
ଷ୍ଟିଲ ସିଟିରେ ଏକ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ।ମାର୍କେଟକୁ ଦୁଇ ଭଉଣୀ ଚପଲ କିଣିବାକୁ ଯାଇଥିଲାବେଳେ ଅନ୍ଧାରିଆ ରାସ୍ତାରେ ଦୁର୍ବୁତ ସେଠି ପହଞ୍ଚିଥିଲେ । ସେମାନଙ୍କ ଭିତରୁ କିଛି ସାନ ଭଉଣୀକୁ ଟେକି ନେଇଥିଲେ । ଏହା ଦେଖି ବଡ ଭଉଣୀ ବିରୋଧ କରିବାରୁ ତା ସହ ମଧ୍ୟ ଅନ୍ୟ କିଛି ଜଣ ଅପକର୍ମ କରିଥିଲେ ।ନାବାଳିକାଙ୍କୁ ଏହି ଦୁଷ୍କର୍ମ ସାରା ରାଉଲକେଲାରେ ଲଜ୍ଜ୍ୟା ସୃଷ୍ଟି କରିଛି ।ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ନାବାଳିକାର ଡାକ୍ତରୀ ମାଇନା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।