Monday, May 20, 2024
HomeJOBSOMAS ର ଆସିଲା ଆଡମିଟ କାର୍ଡ ଜଣାନ୍ତୁ କିପରି କରିବେ ଡାଉନଲୋଡ

OMAS ର ଆସିଲା ଆଡମିଟ କାର୍ଡ ଜଣାନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖ ଦିନ ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ଓଡ଼ିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷା ୨୦୨୧ ପାଇଁ ଆଡମିଟ୍ କାର୍ଡ ଜାରି କରିଛି। ଆଶାୟୀ ପରୀକ୍ଷାର୍ଥୀମାନେ, ଯେଉଁମାନେ ରବିବାର (ନଭେମ୍ବର ୧୯ ) ପାଇଁ ଧାର୍ଯ୍ୟ ହୋଇଥିବା ପରୀକ୍ଷାରେ ବସିବେ, ସେମାନଙ୍କର ପିପିଏସଏଏନ (PPSAN) ନଂ ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ୍ ଓପିଏସସି (OPSC) ୱେବସାଇଟ୍ www.opsc.gov.in ରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ଓଡ଼ିଶା ଓମାସ (OMAS) ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସକାଳ ୧୦ ଟା ରୁ ୧୨ ଟା ଏବଂ ମଧ୍ୟାହ୍ନ ୧ ଟା ୩୦ ରୁ ୩ ଟା ୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ।

କିପରି କରିବେ ଆଡମିଟ୍ କାର୍ଡ ଡାଉଲୋଡ?

୧.ପ୍ରଥମେ ଓପିଏସସି (OPSC)ର ଅଫିସିଆଲ ୱେବସାଇଟ୍ ଭିଜିଟ କରନ୍ତୁ।
ଏହାପରେ www.opsc.gov.in. ଉପରେ କ୍ଲିକ କରନ୍ତୁ।

୨. ଏହାପରେ ଏହି ୱେସାଇଟର ହୋମପେଜକୁ ଯାଇ ଡାଉନଲୋଡ ଆଡମିଶନ ସାର୍ଟିଫିକେଟ ଏବଂ ଓଡ଼ିଶା ମ୍ୟୁନିସପାଲ ଆଡମିନଷ୍ଟ୍ରେଟିଭ ସର୍ଭିସର କ୍ୟାଣ୍ଡିଡେଟ ଲିଖନ ପରୀକ୍ଷା ନିର୍ଦ୍ଦେଶାବଳୀକୁ ଡାଉନଲୋଡ କରନ୍ତୁ। (Advt. No. 06 of 2022-23).”

୩. ନିଜର ଲଗଇନ୍ ଡିଟେଲକୁ ଏଣ୍ଟ୍ରି କରନ୍ତୁ।

୪.ଏହାପରେ ଓଡ଼ିଶା ମ୍ୟୁନିସପାଲ ଆଡମିନଶଷ୍ଟ୍ରେଡିଭ ସର୍ଭିସ (ଓମାସ) ର ଆର୍ଡମିଟ କାର୍ଡ ୨୦୨୩ କୁ ଡାଉନଲୋଡ କରନ୍ତୁ ।

୫. ଭବିଷ୍ୟତ ଦରକାର ନିମନ୍ତେ ଏହାର ଏକ ହାର୍ଡ କପି ରଖନ୍ତୁ।

ପରୀକ୍ଷାର୍ଥୀ ମାନଙ୍କୁ ନିର୍ଦ୍ଧାରିତ ପରୀକ୍ଷା ତାରିଖ ପୂର୍ବରୁ ଡାଉନଲୋଡ୍ ପ୍ରକ୍ରିୟା ଭଲ ଭାବରେ ଶେଷ କରିବାକୁ ପରାମର୍ଶ ଦିଆଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments