Sunday, May 19, 2024
HomeODISHAଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବର: ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ । କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ  ବିମାନ। ପରେ ଭୁବନେଶ୍ବରରେ ଓହ୍ଲାଇ ନ ପାରି ଝାରସୁଗୁଡା ଫେରିଲା ହେଲିକପ୍ଟର ।

ପାଗ ବଦଳିବା ପରେ ଝାରସୁଗୁଡାରୁ ବାହାରିବ ହେଲିକପ୍ଟର । ସୂଚନା ଅନୁଯାୟୀ ଖଡିଆଳରୁ ସଭା ସାରି ଫେରିବା ବେଳେ ପବନ ଯୋଗୁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ହେଲିକପ୍ଟର  । ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡା ନିଆଗଲା ।

ସୂଚନା ରହିଛି ଯେ ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments