Site icon UTKAL PRATIDIN

ଆସନ୍ତା ୪ତାରିଖରେ ବନ୍ଦ ରହିବ କୋରାପୁଟ

img_1698507597360

ବିଭିନ୍ନ ଦାବି ନେଇ ଆସନ୍ତା ୪ତାରିଖରେ କୋରାପୁଟରେ ସମସ୍ତ ସେବା ବନ୍ଦ ରହିବ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ ମାନେ ୧୨ଘଂଟିଆ ବନ୍ଦ ଡାକରା ଦେଇଛନ୍ତି ।ଆସନ୍ତା ୪ତାରିଖରେ କୋରାପୁଟରେ ଥିବା ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ସଂଗଠନମାନେ ଯାହାକୁ ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ସମର୍ଥନ କରୁଛି । ଆସନ୍ତା ଶୁକ୍ରବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋରାପୁଟରେ ବନ୍ଦ ଡାକରା ପାଳନ ହେବ ।

Exit mobile version