କୋରାପୁଟରେ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ବଢ଼ିଲା ତାତି ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ...
#KoraputShutdown
ବିଭିନ୍ନ ଦାବି ନେଇ ଆସନ୍ତା ୪ତାରିଖରେ କୋରାପୁଟରେ ସମସ୍ତ ସେବା ବନ୍ଦ ରହିବ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ...