
ନୂଆଦିଲ୍ଲୀ: ମୋଗଲମାନେ ଭାରତକୁ ଶହେ ବର୍ଷ ଶାସନ କରିଥିଲେ। ମୋଗଲ ଶାସନ କାଳ ବିଷୟରେ ଅନେକ ପୁସ୍ତକ ଲେଖାଯାଇଛି। ଯେଉଁମାନେ ଇତିହାସ ପସନ୍ଦ କରନ୍ତି ସେମାନେ ସର୍ବଦା ମୋଗଲ ସମୟ ବିଷୟରେ ସବୁକିଛି ଜାଣିବାକୁ ଆଗ୍ରହୀ ଥାଆନ୍ତି। ଆଜି ଆମେ ଆପଣଙ୍କୁ ମୋଗଲମାନଙ୍କ ସ୍ୱାଦିଷ୍ଟ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ।
ମୋଗଲ ସମ୍ରାଜ୍ୟର ଚର୍ଚ୍ଚା ଇତିହାସରେ ଖୁବ୍ ହୋଇଛି। ଏଥିରେ ମୋଗଲ ହରମ ମଧ୍ୟ ସାମିଲ ଅଛି। ନିକଟରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ବାଦଶାହ ନିଜ ଭୋଜନରେ କେଉଁ କେଉଁ ଖାଦ୍ୟ ଖାଉଥିଲେ। ଯୌନ କ୍ଷମତା ବଢ଼ାଇବା ପାଇଁ ମୋଗଲମାନେ ଅନେକ ପ୍ରକାର ଖାଦ୍ୟ ଖାଉଥିଲେ। ମୋଗଲମାନେ ବିଭିନ୍ନ ପ୍ରକାର ମାଂସ ଖାଉଥିଲେ, ଯେମିତି କି ସେମାନଙ୍କ ବଳ ଓ ଶକ୍ତି ଦୁର୍ବଳ ହେବନାହିଁ।
ସେମାନେ ଗରମ ତାସିର ମାଂସ ଖାଇବାକୁ ବେଶ୍ ଭଲ ପାଉଥିଲେ। ସେମାନଙ୍କୁ ଖାଦ୍ୟରେ ମଦ ମଧ୍ୟ ପିଇବାକୁ ଦିଆଯାଉଥିଲେ। ଏମିତି ଅନେକ ଶାସକ ଥିଲେ, ଯେଉଁମାନେ ପାନରେ ଛେଳିର ମାଂସ ଜଡିବୁଟି ଭଳି ମିଶାଇ ଖାଉଥିଲେ। ସେମାନେ ହରିଣ ନାଭି, ଜଙ୍ଗଲୀ ଠେକୁଆର ଅନ୍ତନଳୀ ମଧ୍ୟ ଖାଉଥିଲେ। ଆଉ କିଛି ମୋଗଲ ଶାସକ ସିଝା ମାଂସ ଓ ପାନରେ ଭସ୍ମ ମିଶାଇ ଖାଉଥିଲେ।