ODISHA ପୁଣି ଘୂର୍ଣ୍ଣିବଳୟ: ଅକ୍ଟୋବର ବାତ୍ୟାକୁ ନେଇ ଭୟ BHAGYALAXMI BEHURA September 23, 2023 ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଠି ହୋଇପାରେ ଏକ ଲଘୁଚାପ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଠି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି । ଏହାର ପରବବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ସେପଟେ ଅକ୍ଟୋବରରେ ବାତ୍ୟାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଭଳି କିଛି ସୂଚନା ନାହିଁ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଠି ହୋଇପାରେ । ପରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା ହେବାର କୌଣସି ସୂଚନା ଏଯାବତ ହସ୍ତଗତ ହୋଇନାହିଁ । Continue Reading Previous: ପଡିଲା କ୍ରିକେଟ ଷ୍ଟାଡିଅମର ମୂଳଦୁଆ, କ’ଣ କହିଲେ ପ୍ରଧାନମନ୍ତ୍ରୀ?Next: ଜଣଙ୍କ ବିରୋଧରେ ୪ ଜଣ ପାର୍ଥୀକୁ ଛିଡା କରୁଛି ବିଜେପି : ଖଡ଼ଗେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Featured CULTURE ODISHA ଜୁନ୍ ୬ରେ ରୁକ୍ମିଣୀ ହରଣ ଏକାଦଶୀ: ରୁକ୍ମିଣୀଙ୍କୁ ବିବାହ କରିବେ ଶ୍ରୀକୃଷ୍ଣ, କଣ କୁହେ ପୁରାଣ admin May 29, 2025 Breaking ODISHA WEATHER ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ, ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି admin May 29, 2025 Breaking ODISHA WEATHER ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଲାଗିବ ବର୍ଷାର ତାଣ୍ଡବ admin May 28, 2025