
“ରକି ଔର ରାନୀ କି ପ୍ରେମ କାହାନୀ” ଫିଲ୍ମ ର ଟ୍ରେଲର ନିକଟ ରେ ରିଲିଜ ହୋଇଛି l ସୋସିଆଲ ମିଡ଼ିଆ ରେ ଏହି ଫିଲ୍ମ ର ଟ୍ରେଲର କୁ ନେଇ ବହୁ ଆଗ୍ରହ ଓ ଉତ୍ସାହ ବଢ଼ି ଚାଲିଛି ଦର୍ଶକ ଙ୍କ ମଧ୍ୟ୍ୟରେ l ଏହି ଫିଲ୍ମ ୨୮ ଜୁଲାଇ ୨୦୨୩ରେ ସମସ୍ତ ପ୍ରେଖ୍ୟାଳୟରେ ମୁକ୍ତିଲାଭ ହେବାକୁ ଯାଉଛି l ଏଥିରେ ରଣଭୀର ସିଂହ ଓ ଅଲିୟା ଭଟ ଙ୍କ ସମେତ ଧର୍ମେନ୍ଦ୍ର, ଜୟା ବଚନ, ଶବନା ଅଜମି ଙ୍କୁ ମଧ୍ୟ ଦେଖିବାକୁ ମିଳିବ l କିଛି ଦିନ ତଳେ ଏହି ଫିଲ୍ମ ର ପ୍ରଥମ ଗୀତ “ତୁମ କ୍ୟା ମିଲେ” ମୁକ୍ତିଲାଭ କରିଥିଲା l ଦର୍ଶକ ମାନେ ଏହି ଗୀତ କୁ ବହୁତ ପସନ୍ଦ ମଧ୍ୟ କରିଥିଲେ ଓ ଭଲପାଇବା ଦେଇଥିଲେ l ଏହି ଗୀତ ରେ ରଣଭୀର ଓ ଅଲିୟା ଙ୍କ ଅନ ସ୍କ୍ରିନ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା l
• ରାଣଭୀର ଓ ଅଲିୟା ଙ୍କ ଟ୍ରେଲର ମୁକ୍ତିଲାଭ କରିସାରିଛି l
• ରଣଭୀର ଅଲିୟା ଙ୍କ ଦମଦାର ଅଭିନୟ ସହ ତାଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି l
• ଏହି ଫିଲ୍ମ ରେ ଜୟା ବଚନ, ଧର୍ମେନ୍ଦ୍ର, ଶବନା ଅଜମି ଙ୍କୁ ମଧ୍ୟ ଦେଖିବାକୁ ମିଳିଛି l
• ସୋସିଆଲ ମିଡ଼ିଆ ରେ ବହୁ ତୀବ୍ର ଗତି ରେ ଫିଲ୍ମ ର ଟ୍ରେଲର ଟି ଭାଇରଲ ହବାକୁ ଲାଗିଛି l
• ନିକଟ ରେ ଏହି ଫିଲ୍ମ ର ପ୍ରଥମ ଗୀତ ବ ମୁକ୍ତିଲାଭ କରିଛି ଯାହାକୁ ଦର୍ଶକ ବହୁ ମାତ୍ର ରେ ପସନ୍ଦ ବ କରୁଛନ୍ତି l
• ୨୮ ଜାନୁଆରୀ ୨୦୨୩ ରେ ଏହି ଫିଲ୍ମ ଟି ମୁକ୍ତିଲାଭ ହେବାକୁ ଯାଉଛି l
• ଆଶା କରୁଛୁ ଏହି ଟ୍ରେଲର ଓ ଗୀତ ଭଳି ଫିଲ୍ମ ବ ଦର୍ଶକଙ୍କୁ ପସନ୍ଦ ଆସୁ ଓ ସୁପରହିଟ ହଉ l03:29 PM