Site icon UTKAL PRATIDIN

ପୂଜାରେ ସହିଦ ହେଲେ ଦୁଇ ଅଗ୍ନିବୀର

Agniveer_1728645020

ମହାରାଷ୍ଟ୍ରରେ ପୂଜା ସମୟରେ ଏକ ବଡ ଧରଣର ଅଘଟଣ ଘଟିଛି ।ଫାୟାରିଂ ଅଭ୍ୟାସ ସମୟରେ ବିସ୍ଫୋରଣ ଘଟି ଦୁଇଜଣ ଅଗ୍ନିବୀର ସହିଦ ହୋଇଛନ୍ତି ।ତେବେ ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ଗୋହିଲ ସିଂହ ଓ ସାଇଫାତତ ଶିଟ । ଲାଇଭ-ଫାୟାର ଏକ୍ସରସାଇଜ ସମୟରେ ଏହି ଦୁଇ ଅଗ୍ନିବୀର ପ୍ରାଣ ହରାଇଥିଲେ । ଆର୍ଟିଲେରୀ ଲୋଡିଂ ସମୟରେ ଏହି ବିସ୍ଫୋରଣ ଘଟିଥିବା ପ୍ରାରମ୍ଭିକୁ ରିପୋର୍ଟରୁ ଜଣାପଡ଼ିଛି ।

Exit mobile version