ବାତ୍ୟା ଦାନା ପାଇଁ ବିଭିନ୍ନ ପ୍ରାନ୍ତରେ ଚାଲୁଥିବା ସମସ୍ତ ଟ୍ରେନ ବାତିଲ ହୋଇଛି । ଆସନ୍ତା ୨୩, ୨୪, ୨୫ ଓ ୨୬ ତାରିଖରେ ଏହି ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ମଙ୍ଗଳବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୩ ତାରିଖରେ ବାତିଲ ଟ୍ରେନ୍ ଭିତରେ ରହିଛି କାମାକ୍ଷା-ବେଙ୍ଗାଲୁରୁ, ନୂଆଦିଲ୍ଲୀ ଭୁବନେଶ୍ୱର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିଲଚର-ସିକନ୍ଦରାବାଦ, ସିକନ୍ଦରାବାଦ- ଭୁବନେଶ୍ୱର, ଦିବ୍ରୁଗଡ-କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ପୁଡୁଚେରୀ-ହାଓଡା ଟ୍ରେନ୍ ରହିଛି ।