Site icon UTKAL PRATIDIN

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ସମସ୍ତ ଶୈବପୀଠ

Puja_1729476749

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବ ପୀଠ ।କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରି ଓ ଶ୍ରଦ୍ଧାଳୁ ।ଶ୍ରଦ୍ଧାଳୁଙ୍କ ଭିଡରେ କମ୍ପୁଛି ବାବା ଧବଳେଶ୍ୱରଙ୍କ ପୀଠ ।ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

Exit mobile version