Site icon UTKAL PRATIDIN

ଆସିଲା ବାଘ ଗଣନା ରିପୋର୍ଟ,ରାଜ୍ୟରେ ଅଛନ୍ତି ୬୯୬ କାଲରାପତିରିଆ ବାଘ

tiger-750x418

ବନ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ କାଲରାପତିରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି ।ଓଡିଶା ଜଙ୍ଗଲରେ ୬୯୬ ବାଘ ଥିବା ସୂଚନା ମିଳିଛି ।୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିଲା । ୨୦୨୨ ଏହା ହ୍ରାସ ପାଇଥିଲା। ତେବେ ବର୍ତ୍ତମାନ ବନବିଭାଗ ଦ୍ୱାରା ନିଜସ୍ୱ ବାଘ ଗଣନା ପରେ ଓଡ଼ିଶାରେ ବର୍ତ୍ତମାନ ୬୯୬ କଲରାପତରିଆ ବାଘ ରହିଥିବା ସ୍ପଷ୍ଟ ହୋଇଛି।

ତେବେ ବାଘଙ୍କ ଫଟୋ ଉତ୍ତଳୋନ କରି ପାଦ ଚିହ୍ନରୁ ବାଘ ଗଣନା କରାଯାଇଛି।ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍‌ ପ୍ରିଣ୍ଟ୍‌ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି।

Exit mobile version