Site icon UTKAL PRATIDIN

ରାଜଧାନୀରେ ନକଲି କଲ ସେଣ୍ଟର ଠାବ

f-750x363

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଲୁଟେରା ଗ୍ୟାଙ୍ଗ ।ପୁଲିସର ସାଇବର ଟିମ ଆଜି ଚଢ଼ାଉ କରି ଏହି ନକଲି କଲ୍ ସେଣ୍ଟର ଠାବ କରିଛି। ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ଜଣାଯାଇଛି।ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଠାବ କଲା ପୁଲିସ।

Exit mobile version