Site icon UTKAL PRATIDIN

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର,ଖୋଲିଲା ଆଉ ୬ଟି ଗେଟ

IMAGE_1724574390

ଲଗାଣ ବର୍ଷ ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ତଳସ୍ତରରେରେ ମଧ୍ୟ କିଛି ଅଂଚଳ ଜଳବନ୍ଦୀ ଅଛି ।ଆଜି ଆଉ ୬ଟି ଗେଟ୍‌ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।ଜଳସ୍ତର ବୃଦ୍ଧି ପାଇବାରୁ ଚାଷୀ ପରିବାର ଚାଷ ଜମିକୁ ନେଇ ଚିନ୍ତାରେ ଅଛି ।ଯଦି ୨୦ରୁ ଅଧିକ ଗେଟ୍‌ ଖୋଲେ ତାହା ହେଲେ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି।

Exit mobile version