 
        ଭୁବନେଶ୍ୱର ଲୋୟର ପିଏମଜି ଛକ ପଛପଟ ୨୯/୪ ନମ୍ୱର କ୍ୱାର୍ଟରରେ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର ।ଗୁରୁବାର ଦିନ ଦ୍ୱିପ୍ରହରରେ ପୋଲିସ ବାବୁଙ୍କ ଘରେ ତାଙ୍କ ପରିବାରର ସଦସ୍ୟ ଉପସ୍ଥିତ ନଥିଲେ । ଏହାର ମଉକା ଉଠାଇ ଘରେ ପଶିଥିଲେ ଚୋର । କ୍ୱାର୍ଟର ଘରର ତାଲା ଭାଙ୍ଗି ଘରେ ପଶି ଲୁଟିନେଲେ ଗୁରୁବାର ଦିନ ଦ୍ୱିପ୍ରହରରେ ପୋଲିସ ବାବୁଙ୍କ ଘରେ ତାଙ୍କ ପରିବାରର ସଦସ୍ୟ ଉପସ୍ଥିତ ନଥିଲେ । ଏହାର ମଉକା ଉଠାଇ ଘରେ ପଶିଥିଲେ ଚୋର । କ୍ୱାର୍ଟର ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ଘରେ ପଶି ଆରମ୍ଭ କରିଥିଲେ ଲୁଟପାଟ ।
ଘରର ଗଡ୍ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା,୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ ସହ ଦାମୀ ଘଣ୍ଟା ଲୁଟି ନେଲେ ।ଚୋର । ଘରର ଗଡ୍ରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା,୧୦ ହଜାରରୁ ଅଧିକ ଟଙ୍କା, ପୁରୁଣା କଏନ ସହ ଦାମୀ ଘଣ୍ଟା ଲୁଟି ନେଲେ ଚୋର। ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଖୋଳତାଡ଼ ଜାରି ରଖିଛି । ଲୁଟେରା ମାନେ କିଏ କେଉଁ ଅଞ୍ଚଳର ସେନେଇ ଖୋଳତାଡ଼ କରୁଛି ପୋଲିସ ।
 
         
         
         
         
         
        