
୭ବର୍ଷ ୪ମାସ ପରେ ବଦଳିଲା ଜମ୍ମୁ-କଶ୍ମୀର ବଦଳିଆ ଭାଗ୍ୟ ।ଆଜି ନ୍ୟାସନାଲ କନ୍ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ଆଜି ଦିନ ସାଢେ ଏଗାରଟାରେ ଶପଥ ନେଇଛନ୍ତି ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଓମାର ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଜମ୍ମୁ କଶ୍ମୀରର ଅଗ୍ରଗତି ନିମନ୍ତେ କେନ୍ଦ୍ର ସରକାର ସହଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି।