ଓଡ଼ିଶା ସରକାର ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।ତହସିଲଦାରଙ୍କ ସମେତ ମୋଟ ୨୯ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ବିଏମସି ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ, ଶ୍ରମ ଓ ଅବକାରୀ ବିଭାଗର ମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି କରାଯାଇଛି ।