Site icon UTKAL PRATIDIN

ବଦଳିଲା ନର୍ସଙ୍କ ଡ୍ରେସକୋର୍ଡ

dres

ନର୍ସଙ୍କ ଡ୍ରେସକୋର୍ଡ ବଦଳିଛି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ବଡ ନିଷ୍ପତ୍ତି ।ନର୍ସିଂଙ୍କ ଡ୍ରେସ୍‌ କୋଡ୍‌ରେ ରହିବ ସମ୍ବଲପୁରୀ ଛିଟା ।ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ରହିବ ସମ୍ବଲପୁରୀ ଝଲକ ।

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ହୋଇଛି ।ସିନିୟର୍‌ ନର୍ସିଂ ଅଫିସର ପିନ୍ଧିବେ ଈଷତ୍‌ ବାଇଗଣୀ ରଙ୍ଗର ଡ୍ରେସ୍‌ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ଡ୍ରେସ୍‌ କୋଡ୍‌ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗ ଜେନେରାଲ ୱାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍‌ ପିନ୍ଧିବେ ।

ଇଷତ ବାଇଗଣୀ ରଙ୍ଗର ଡ୍ରେସ ପିନ୍ଧିବେ ସିନିୟର ନର୍ସିଂ ଅଫିସର।ସବୁ ନର୍ସଙ୍କ ଡ୍ରେସ କୋଡରେ ସମ୍ବଲପୁରୀ ଛିଟ ରହିବ ।ୟୁନିଫର୍ମ କଲରରେ ସମ୍ବଲପୁରୀ ଝଲକ ରହିବ ।ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଏହି ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସହମତି ପ୍ରଦାନ କରିଛି।

Exit mobile version