Site icon UTKAL PRATIDIN

ସ୍କୁଲ ଭିତରେ ପଶି ଦୁର୍ବୁତ୍ତ ଝାମ୍ପି ନେଲେ ସୁନା ଚେନ

79e9a03a-0fc1-440a-bb4f-d321a9c782a5

ସ୍କୁଲ ଭିତରେ ପଶି ପାଠ ପଢ଼ାଉଥିବା ୨ ଶିକ୍ଷୟତ୍ରୀ ଙ୍କ ଠାରୁ ସୁନା ଚେନ ଓ କାନଫୁଲ ଛଡାଇ ନେଲେ ଦୁର୍ବୁର୍ତ୍ତ ।ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପୋଷି ପାଞ୍ଚାୟତ ର କଦାଡ଼ିହା ଭାଟି ସାହି ପ୍ରାଥମିକ ବିଦ୍ୟାଳୟରେ ।ଘଟଣାରୁ ପ୍ରକାଶ ସ୍କୁଲର ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ର ପାଠ ପଢ଼ାଉଥିବା ସମୟରେ ଦୁଇଜଣ ଦୁର୍ବୁର୍ତ୍ତ ତାଙ୍କ ବେକରୁ ଚେନ ଛିଡାଇବାକୁ ଉଦ୍ୟମ କରିବାରୁ ସେ ଚିତ୍କାର କରିଥିଲେ ।ଏହା ଶୁଣି ଅନ୍ୟ ଶିକ୍ଷୟିତ୍ରୀ ରୁକ୍ମଣୀ ମହାନ୍ତ ସେଠାକୁ ତାଙ୍କୁ ଛଡ଼ାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାଡିବସି ତାଙ୍କର ଚେନ ଓ କାନଫୁଲ ଛଡେଇ ନେଇଯାଇଥିବା

Exit mobile version