
କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ।ଗାଁର ଗଜେନ୍ଦ୍ର ବିଶ୍ୱାଳ ଶ୍ରୀଧର ବିଶ୍ୱାଳ ଘରେ ସୋଇଥିବା ବେଳେ ନିଅଁ ଲାଗିଯାଇଥିଲା ।ନିଆଁରେ ୮ବଖରା ଘର ଆସବାବପତ୍ର ଓ ତାଙ୍କ ପୋଡି ଛାରଖାର ହୋଇଯାଇଛି ।ଗ୍ରାମବାସୀ ସଂଗେ ସାଙ୍ଗ ଅଗ୍ନିଶମ ବାହିନକୁ ଖବର ଦେଇଥିଲେ ।କିନ୍ତୁ ନିଅନ୍ର ପ୍ରକୋପ ଏତେ ଅଧିକ ଥିଲା ସାବ୍ୟଉ କିଛି ପୋଡି ପାଉଁଶ ହୋଇଯାଇଥିଲା । ପିନ୍ଧା ଲୁଗାକୁ ଛାଡି ଦେଲେ ବିପନ୍ନଙ୍କ ପାଖରେ ଆଉ କିଛି ନଥିବା ଜଣାଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।