Site icon UTKAL PRATIDIN

ଆରମ୍ଭ ହେଲା କ୍ରିକେଟ ମହାସମର : ଟସ ଜିତି ବଲିଂ ନିଷ୍ପତି ନେଲା ନ୍ୟୁଜିଲାଣ୍ଡ

WhatsApp Image 2023-10-05 at 2.04.45 PM

ଅପେକ୍ଷାର ଅନ୍ତ ଘଟିଛି l ଆଜି ଅକ୍ଟୋବର ୫ ତାରିଖ l ଆରମ୍ଭ ହୋଯାଇଛି କ୍ରିକେଟ ଜଗରତ ମହାସମର l ଚଳିତବର୍ଷ ଦିନିକିଆ ବିଶ୍ୱକପର ଆଜି ହେଉଛି ପ୍ରଥମ ମ୍ୟାଚ l ଆଜି ନୁଜିଲାଣ୍ଡ ଏବଂ ଇଂଲଣ୍ଡ ମୁଁହାମୁହିଁ ହୋଇ ବିଶ୍ୱକପର ଶୁଭାରମ୍ଭ କରିବେ l

ଦିନ ଦୁଇଟାରେ ପଡିଆ ମଧ୍ୟକୁ ପ୍ରବେଶ କରିବେ ସମସ୍ତ ଖେଳାଳି l ଏହା ପୂର୍ବରୁ ଟସ ପଡି ସାରିଛି l ଟସ ଜିତି ନୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବାଲିଂ କରିବାର ନିଷ୍ପତି ନେଇଛି l ଆଉ ସ୍ୱଳ୍ପ ସମୟରେ ଇଂଲଣ୍ଡର ବ୍ୟାଟର ବ୍ୟାଟ ଧରି ପଡିଆ ମଧ୍ୟକୁ ଓଲ୍ହାଇବେ l କଡ଼ା ଟକ୍କରର ମ୍ୟାଚ ହେବ ବୋଲି ଆଶା କରାଯାଉଛି l ତେବେ କିଏ ଜିତୁଛି କିଏ ହରୁଛି ତାହା ମ୍ୟାଚର ଅନ୍ତ ହିଁ କହିବ l

Exit mobile version