Site icon UTKAL PRATIDIN

ରାଜ୍ୟରେ ବଢୁଛି ଶୀତର ପ୍ରକୋପ

1coldd

ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି କିଛି ସ୍ଥାନରେ ପ୍ରବଳ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ତେବେ ଆଗାମୀ ୪ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ କିନ୍ତୁ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବ ।ସୁନ୍ଦରଗଡ଼ କନ୍ଧମାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।

Exit mobile version