Site icon UTKAL PRATIDIN

ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

mti-750x430

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀକୁ ଭେଟିଲେ । ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍‌ ଓଙ୍ଗଙ୍କୁ ଭେଟିବା ସହ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ ହବ୍‌ ଓ ବନ୍ଦର ଭିତ୍ତିଭୂମି ନେଇ ଆଲୋଚନା କଲେ। ଓଡ଼ିଶାର ରଣନୀତିକ ସ୍ଥିତି ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ସ୍ଥିତି ଭାରତର ପୂର୍ବ ସମୁଦ୍ର ପଥକୁ ପ୍ରବେଶ ଦ୍ୱାର ଯାହା ଓଡ଼ିଶା ଏସିଆନ ବଜାର ସହ ସଂଯୋଗ ପାଇଁ ବି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍‌ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି।

Exit mobile version