Site icon UTKAL PRATIDIN

ହମାସ ଆତଙ୍କବାଦୀଙ୍କ ବର୍ବର କାଣ୍ଡ :ଦେଖନ୍ତୁ ଭିଡ଼ିଓ

Israel-palastina

ଗତ ୭ ତାରିଖରୁ ଇସ୍ରାଇଲ ଓ ହମାସ ଭିତରେ ଯୁଦ୍ଧ ଚାଲିଛି l ଆଜିକୁ ଦଶ ଦିନ ହେଇଗଲା ଯୁଦ୍ଧ ଜରିଥିବା ବେଳେ ପ୍ରାୟ ୪ ହଜାରରୁ ଉର୍ଦ୍ଧ ଲୋକଙ୍କର ପ୍ରାଣ ଯାଇସାରିଲାଣି l ହଜାର ହଜାର ଲୋକ ଆହତ ହେବା ସହ ଅନେକ ଲୋକ ବାସହରା ହୋଇପଡିଛନ୍ତି l

ଗତ ୭ ତାରିଖରେ ହମାସ ହଟାଥ ଇସ୍ରାଇଲ ଉପରେ ରକେଟ ଦ୍ୱାରା ଆକ୍ରମଣ ଆରମ୍ଭ କରିଦେଇଥିଲା l ଏହି ଆକ୍ରମଣରେ ଇସ୍ରାଇଲର ପ୍ରାୟ ତିନି ହଜାର ରୁ ଅଧିକ ଲୋକ ମୃତାହତ ହେବା ପରେ ଇସ୍ରାଇଲ ଯୁଦ୍ଧାର ଆହ୍ୱାନ ଦେଇଥିଲା l ସେବେଠୁ ଏଯାଏଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି l

ଯୁଦ୍ଧ ଥମିବା ପରିବର୍ତ୍ତେ ଏବେ ଆହୁରି ବର୍ବରତାର ସୀମା ପାର କରିବାରେ ଲାଗିଛି l ଏବେ ଦୁଇ ଦେଶ ନିଜ ନିଜର ନିର୍ଦ୍ଧାରିତ ସୀମା ପାର କରି ଅନ୍ୟ ଦେଶ ମଧ୍ୟକୁ ଯାଇ ଲୋକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବାରେ ଲାଗିଛନ୍ତି l

ଦେଖନ୍ତୁ ଏପରି କିଛି ଭିଡ଼ିଓ ଯେଉଁଠି ହାମସର ଆତଙ୍କବାଦୀମାନେ କିପରି ରାସ୍ତାରେ ନିରୀହ ଲୋକମାନଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କରି ଚାଲିଛନ୍ତି l

Exit mobile version