Site icon UTKAL PRATIDIN

ଆତଙ୍କବାଦୀଙ୍କ ହମଲା,୩ ଯବାନ ଓ ଜଣେ ପୁଲିସ ଆହତ

Soldiers__1727517827

ଦିନକୁ ଦିନ ଆତଙ୍କବାଦୀଙ୍କ ଆକ୍ରମଣ ବୃଦ୍ଧିପାଇବାରେ ଲାଗିଛି ।ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ଘଟି ତିନି ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଅତର୍କିତ ଗୁଳି ଚାଳନା ହୋଇଥିଲା ।ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ ।ଏଥିରେ ତିନି ଜଣ ଯବାନ ଏବଂ ଜଣେ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

Exit mobile version