ଭାରତ ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ
ଆତଙ୍କୀମୁକ୍ତ ହେବ ଓଡ଼ିଶା
#UtkalPratidin
ପୋଲ ତଳକୁ ଖସିଗଲା ଯାତ୍ରୀବାହୀ ବସ,
୪୦ରୁ ଉର୍ଦ୍ଧ ଯାତ୍ରୀ ଗୁରତର
ମାଇକ୍ରୋସଫ୍ଟ ସର୍ଭର ଡାଉନ
ସାରା ବିଶ୍ୱରେ ଅନଲାଇନ୍ ସେବା ବାଧାପ୍ରାପ୍ତ
ଶ୍ରୀମନ୍ଦିର ଫେରିଛନ୍ତି ଶ୍ରୀଜିଉ
ରତ୍ନବେଦିରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ
ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ
ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ
୨୪ ବର୍ଷ ପରେ ରାଜ୍ୟରେ ଆସିଛି ନୂଆ ସରକାର
ନିଟ୍ ପ୍ରଶ୍ନପତ୍ର ମାମଲାକୁ ନେଇ ଘନଉଚି ବିବାଦ,
୪ ଡାକ୍ତରୀ ଛାତ୍ର ଗିରଫ
ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ
୨୨ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଛେଚିବ ବର୍ଷା
ରସଗୋଲା ଖୁଆଇ ମା ସାଆନ୍ତାଣୀଙ୍କ ମାନଭଞ୍ଜନ କରିବେ ମହାବାହୁ
ଆଜି ଚତୁର୍ଦ୍ଧାମୂର୍ତି କରିବେ ନୀଳାଦ୍ରି ବିଜେ
ଜମିବାଡ଼ି ଲାଳସା ସଜେଇଲା ହତ୍ୟାକାରୀ
ପୁତୁରାକୁ ହତ୍ୟା କଲେ ଦାଦା ଓ ଖୁଡି