September 16, 2025

#RailwayProjects

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ । ବୁଧବାର ୧୦ଟାରେ ବାଙ୍ଗିରିପୋଷି ଷ୍ଟେସନ ପହଁଞ୍ଚିବେ। ୩ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ...