September 16, 2025

#lokasava

ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ଲୋକସଭାରେ ବହୁ ଅସନ୍ତୋଷ ଦେଖାଦେଇଛି। ମଣିପୁର ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରି ରହିଛନ୍ତି...