ଗତ ୧ ଜୁଲାଇ ତାରିଖରେ କୁଆଁରମୁଣ୍ଡା ସ୍ଥିତ ସ୍ୱସ୍ତିକ ଇସ୍ପାତ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସ୍ପଞ୍ଜ ଆଇରନ ପ୍ଲାଣ୍ଟ ର ଜଣେ ଠିକାଦାର ଯାହାର ନାମ ବୀଣା Construction, ସେଥିରେ କାମକରୁଥିବା ୮ ଜଣ ଠିକା ଶ୍ରମିକ ଙ୍କୁ ବିନା ନୋଟିସ ରେ ବାହାର କରିଦିଆ ଗଲା l ଏହାକୁ ବିରୋଧ କରି ସମସ୍ତେ ୮ ଜଣ ବହିସ୍କୃତ ଶ୍ରମିକ ଓ ତାଙ୍କୁ ସମର୍ଥନ କରି ମେକାନିକାଲ ବିଭାଗର ଅନ୍ୟ ୧୭ ଜଣ ଶ୍ରମିକ ମିଳିତ ଭାବେ ପ୍ଲାଣ୍ଟ ମେନ ଗେଟ ଆଗରେ ଆନ୍ଦୋଳନ କରିଥିଲେ l 2 ତରଖ ଠାରୁ 10 ତାରିଖ ପର୍ଯ୍ୟନ୍ତ କୁଆଁରମୁଣ୍ଡା ବ୍ଲକ ଓ ପରେ ପରେ ୧୧ ତାରିଖ ରୁ ଏପର୍ଯ୍ୟନ୍ତ ପୁଣି ପ୍ଲାଣ୍ଟ ଗେଟ ଆଗରେ ଧାରଣା ରେ ବସିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ବାରମ୍ବାର ଚିଠି ଲେଖିଲେ ବି କେହି କର୍ଣ୍ଣପାତ କଲେନାହିଁ l ପରବର୍ତ୍ତୀ ସମୟରେ ବାଧ୍ୟ୍ୟ ହୋଇ ଆଜି ସନ୍ଧ୍ୟା ଡ଼ିଫେକ୍ଟୋ ମୁଖ୍ୟମନ୍ତ୍ରୀ v k ପାଣ୍ଡିଆନ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ I
Subhash kumar Gupta, ROURKELA