Site icon UTKAL PRATIDIN

ସାରା ରାଜ୍ୟରେ ଗଡ଼ିବା ସୁଭଦ୍ରା ସଚେତନ ରଥ

IMAGE_1725687845

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ।ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟସାରା ବୁଲିବ ସୁଭଦ୍ରା ସଚେତନତା ରଥ ସୁଭଦ୍ରା ଯୋଜନା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବ ।ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ମୋହନ ସରକାର ଆଜି ସୁଭଦ୍ରା ସଚେତନ ରଥର ଶୁଭାରମ୍ଭ କରିଛନ୍ତି ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ନାରୀଙ୍କୁ ତାଙ୍କ ଅଧିକାର ଓ ମର୍ଯ୍ୟାଦା ପ୍ରଦାନ କରିବାରେ ସୁଭଦ୍ରା ଯୋଜନା ସହାୟକ ହେବ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏକାମ୍ର ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ନାରୀଙ୍କୁ ତାଙ୍କ ଅଧିକାର ଓ ମର୍ଯ୍ୟାଦା ପ୍ରଦାନ କରିବାରେ ସୁଭଦ୍ରା ଯୋଜନା ସହାୟକ ହେବ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏକାମ୍ର ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ

Exit mobile version