Site icon UTKAL PRATIDIN

ସୁଭଦ୍ରା ଯୋଜନାକୁ ନେଇ ଆସିଲା ଗାଇଡ଼ଲାଇନ

subhadra-yojana-2-2024-06-9f5a7a4bb6708a8e1b9224ebf6405724

ସୁଭଦ୍ରା ଯୋଜନାର ଗାଇଡ଼ଲାଇନ ପ୍ରକାଶ ପାଇଛି ।ନିକଟାରେ sop ପ୍ରକାଶ ପାଇଥିଲା ।୨୧ ବର୍ଷରୁ କମ ୬୦ବର୍ଷରୁ ଅଧିକ ମହିଳା ମାନେ ସୁଭଦ୍ରା ଯୋଜନାରେ ଲାଭବାନ ହୋଇପାରିବେ ।ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।ମାସକୁ ୧୫୦୦ ଟଙ୍କା ବା ବାର୍ଷିକ ୧୮ହଜାର ପାଉଥିବା ମହିଳାମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ ନାହିଁ ।ଯେଉଁ ମହିଳାମାନଙ୍କର ପରିବାରର ସଦସ୍ୟ ମାନେ ପୂର୍ବତନ ସାଂସଦ ବା ଵିଧାନସଭା ସଦସ୍ୟ ହୋଇଥିଲେ ସୁଭଦ୍ରା ଯୋଜନାରେ ଲାଭବାନ ହୋଇପାରିବେ ନାହିଁ ।

ଆୟକର ଦେଉଥିବା ମହିଳା ମଧ୍ୟ ଏହି ଯୋଜନା ଦ୍ୱାରା ଲାଭବାନ ହୋଇପାରିବେ ନାହିଁ ।ସୁଭଦ୍ରା ଯୋଜନା ପାଇଁ ବ୍ଲକ ସ୍ତରରେ ବ୍ଲକସ୍ତରୀୟ କମିଟି ବା ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ।ଆଧାରକାର୍ଡ଼ ମାଧ୍ୟମରେ ସୁଭଦ୍ରା ଯୋଜନା ଟଙ୍କା ସିଧା ସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ।ସୁଭଦ୍ରା ଯୋଜନା ତଦାରଖ ପାଇଁ ୧୫ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି ।

Exit mobile version