Site icon UTKAL PRATIDIN

ପୁଣି ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା

20241109_113557-750x430

ପ୍ରଭାତୀ ପରିଡାଙ୍କ ବଡ ସୂଚନା ।ନଭେମ୍ବର ୨୪ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।୨୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଏହି ଟଙ୍କାବର୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି।ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ମିଳିବ ଟଙ୍କା ସମସ୍ତ ହିତାଧିକାରୀ ପାଇବେ ଟଙ୍କା ।ସୁନ୍ଦରଗଡରେ ଏଥର ପ୍ରଦାନ କରାଯିବ ଟଙ୍କା ପୂର୍ବରୁ ଦୁଇଟି ପର୍ଯାୟରେ ମିଳିଥିବାଟଙ୍କାଏଥର ତୃତୀୟ ପର୍ଯାୟରେ ହିତାଧିକାରୀଙ୍କୁ ମିଳିବ ଟଙ୍କା ସଂଶୋଧନ କରିବାରେ ବିଳମ୍ବ ହେଲେ ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ମିଳିବ ଟଙ୍କା ସୁଭଦ୍ରା ଟଙ୍କା ମିଳିବାକୁ ନେଇ ଉତ୍ସାହିତ ଅଛନ୍ତି ମହିଳା ।

Exit mobile version