Site icon UTKAL PRATIDIN

୩ ରାଜ୍ୟରୁ ପରାଜୟ ହୋଇ ଦୁଃଖ ପ୍ରକାଶ କଲେ ସୋନିଆ ; କହିଲେ କିଛି ଏପରି..

n566952616170304987114618d78a72607f30d24d65a6de0d1a1dcfcbd53159d5a662ac873cdb9abdd94603

କଂଗ୍ରେସ ସଂସଦୀୟ ପାର୍ଟି ବୈଠକରେ ସୋନିଆ ଗାନ୍ଧୀ ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପରାଜୟକୁ ନେଇ ନିରାଶ ହୋଇଛନ୍ତି। ସୋନିଆ ଗାନ୍ଧୀ କହିଛନ୍ତି ଯେ ଆମର ଆଦର୍ଶ ଏବଂ ମୂଲ୍ୟବୋଧ ଆମର ମାର୍ଗଦର୍ଶକ।

ସେ କହିଛନ୍ତି ଯେ କିଛି ମାସ ମଧ୍ୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଦଳର ସଦସ୍ୟ ତଥା ବିରୋଧୀ ମେଣ୍ଟ INDIA ଭାବରେ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ l କଂଗ୍ରେସ ସଂସଦୀୟ ଦଳ ବୈଠକରେ ସୋନିଆ କହିଛନ୍ତି ଯେ ବିବିଧତା ହେଉଛି ଭାରତର ଶକ୍ତି। ଯୋଜନାର ଏକ ଅଂଶ ଭାବରେ ବିଜେପି ଏହି ଏକତାର ଭାବନାକୁ ଦୁର୍ବଳ କରିଦେଇଛି।

Exit mobile version