ଆରମ୍ଭ ହୋଇଛି ରାଜ୍ୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ।ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଗୃହରେ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ବିରୋଧୀ ।କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ।ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଗୃହ ମୁଲତବୀ ରଖାଯାଇଛି।ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରଲେ ତେବେ ଦ୍ୱିତୀୟ ବଜେଟ ଅଧିବେଶନ ଆସନ୍ତା ସେପ୍ଟେମ୍ବର୧୩ ପର୍ଯ୍ୟନ୍ତ ଚାଲିବ ।
ରାଜ୍ୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ,ଆରମ୍ଭରୁ ଗୃହ ମୁଲତବୀ
