Site icon UTKAL PRATIDIN

ଦିଲ୍ଲୀରେ ଦଙ୍ଗା ଆଶଙ୍କା; ପୁଲିସର ସ୍ୱତନ୍ତ୍ର ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ

Delhi_Police_PTI_2

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୁଲିସର ସ୍ୱତନ୍ତ୍ର ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପରେ ସହରରେ ଥିବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୁଲିସ ଟିମ୍‍ ସଜାଗ ରହିଛି। ଦିଲ୍ଲୀ ପୁଲୁିସର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ୨୦୨୦ରେ ସିଏଏ ଓ ଏନଆରସିକୁ ବିରୋଧ କରି ସହରରେ ଯେଉଁଭଳି ହିଂସାକାଣ୍ଡ ପରିସ୍ଥିତି ସୃଷ୍ଟି ହୋଇଥିଲା ଠିକ୍‍ ସେଭଳି କିଛି ଘଟଣା ଘଟିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏଥିପାଇଁ ସେହି ସବୁ ସ୍ଥାନରେ ପୁଲିସର ସ୍ୱତନ୍ତ୍ର ଟିମ୍‍ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୁଲିସର ସ୍ୱତନ୍ତ୍ର ଟିମକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପରେ ସହରରେ ଥିବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୁଲିସ ଟିମ୍‍ ସଜାଗ ରହିଛି।

ଦିଲ୍ଲୀ ପୁଲୁିସର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ୨୦୨୦ରେ ସିଏଏ ଓ ଏନଆରସିକୁ ବିରୋଧ କରି ସହରରେ ଯେଉଁଭଳି ହିଂସାକାଣ୍ଡ ପରିସ୍ଥିତି ସୃଷ୍ଟି ହୋଇଥିଲା ଠିକ୍‍ ସେଭଳି କିଛି ଘଟଣା ଘଟିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ସେହି ସବୁ ସ୍ଥାନରେ ପୁଲିସର ସ୍ୱତନ୍ତ୍ର ଟିମ୍‍ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

Exit mobile version