Site icon UTKAL PRATIDIN

ବେପରୁଆ ଭାବେ ଗାଡି ଚଲେଇବା ପଡିଲା ମହଙ୍ଗା

64d1d1ca-ebac-42fd-8a0a-b34a227fb313

ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚଳାଇବା ଘଟଣା ଯୁବକଙ୍କୁ ପଡିଲା ମହଙ୍ଗା ।କମିସନରେଟ୍ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଏହି ଘଟଣାରେ ୨ଟି କାର୍ ମଧ୍ୟ ଜବତ କରିଛି ପୋଲିସ।ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଜାଗାରେ ଖୋଜୁଛି ପୋଲିସ । ରାମ ମନ୍ଦିରରୁ ରୁପାଲି ଛକ ପର୍ଯ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଉ ଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା।ଏହି ଭାଇରଲ ଭିଡ଼ିଓଙ୍କୁ ଆଧାର କରି ପୋଲିସ ତାଙ୍କୁ ଗିରଫ କରିବା ସହ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version