Site icon UTKAL PRATIDIN

ଭୁଲ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି ବିମୁଦ୍ରାକରଣ ଓ ଜିଏସଟି – କଂଗ୍ରେସ

GST-demonitization-750x430-1

ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପରେ ଆଜି ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସର ଶଶି ଥରୁର ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦେଶରେ ବେକାରି ଅଭୂତପୂର୍ବ ସ୍ତରରେ ପହଞ୍ଚିଛି ଯାହା କି ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହାକୁ ଭୁଲ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି। ସେ ଦେଶରେ ବଢୁଥିବା ଅସମାନତା ବିଷୟରେ ମଧ୍ୟ କହିଥିଲେ ଏବଂ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। ମୁଦ୍ରାସ୍ଫୀତି ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଥରୁର ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।

ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପରେ ଆଜି ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସର ଶଶି ଥରୁର ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦେଶରେ ବେକାରି ଅଭୂତପୂର୍ବ ସ୍ତରରେ ପହଞ୍ଚିଛି ଯାହା କି ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହାକୁ ଭୁଲ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି। ସେ ଦେଶରେ ବଢୁଥିବା ଅସମାନତା ବିଷୟରେ ମଧ୍ୟ କହିଥିଲେ ଏବଂ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। ମୁଦ୍ରାସ୍ଫୀତି ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଥରୁର ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପରେ ଆଜି ଆଲୋଚନା ହୋଇଛି।

ଆଲୋଚନା ଆରମ୍ଭ କରି କଂଗ୍ରେସର ଶଶି ଥରୁର ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦେଶରେ ବେକାରି ଅଭୂତପୂର୍ବ ସ୍ତରରେ ପହଞ୍ଚିଛି ଯାହା କି ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଏହାକୁ ଭୁଲ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି। ସେ ଦେଶରେ ବଢୁଥିବା ଅସମାନତା ବିଷୟରେ ମଧ୍ୟ କହିଥିଲେ ଏବଂ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। ମୁଦ୍ରାସ୍ଫୀତି ବୃଦ୍ଧି ପ୍ରସଙ୍ଗରେ ଶ୍ରୀ ଥରୁର ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।

Exit mobile version