ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରାଜ୍ୟରଜନୀତିକୁ ବେଶ ସରଗରମ କରିଛି ।ଏହାରି ଭିତରେ ଵେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।ଆଜି କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ପୁଣେ ବିମାନ ବନ୍ଦରର ପରିବର୍ତନ ହୋଇ ଏଣିକି ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ବିମାନବନ୍ଦର ନାମରେ ପରିଚିତ ହେବ।
News without sugar coating