Site icon UTKAL PRATIDIN

ପ୍ରକାଶ ପାଇଲା ବିଜ୍ଞପ୍ତି, ୧୯ରୁ OSSTET ଆବେଦନ

board-699x430

ଆସନ୍ତା ୧୯ ତାରିଖରୁ ଓଏସ୍ଏସଟିଇଟି ଆବେଦନ ଆରମ୍ଭ ହେବ। ନଭେମ୍ବର ୧୯ ତାରିଖରୁ OSSTET ପାଇଁ ଆଶାୟୀ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ ୧୯ ତାରିଖରୁ ଡିସେମ୍ବର ୧ ଯାଏଁ ଆବେଦନ କରାଯିବ। https://www.bseodisha.ac.in/ ରେ ଆବେଦନ କରିପାରିବେ ଆଶାୟୀ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Exit mobile version