Site icon UTKAL PRATIDIN

ପାର୍ବଣରେ ପରିବା ବଜାରରେ ନିଆଁ

images

ପାର୍ବଣ ଋତୁରେ ପରିବା ବଜାରରେ ନିଆଁ ଲାଗିଛି ।ପରିବା ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଟମାଟୋ କିଲୋ ଶହେରେ ପହଞ୍ଚିଲାଣି।ପାର୍ବଣ ଦ୍ୱାରା ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି ।ପୁଣି ଥରେ ସମାନ ସ୍ଥିିତି ଦେଖିବାକୁ ମିଳିଛି ।କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତିକି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

Exit mobile version