Site icon UTKAL PRATIDIN

ଇତିହାସ ରଚିଲା ଆଇପିଏଲର ମିନି ନିଲାମି ; ୨୦ କୋଟିରେ ପାଟ କମିନ୍ସକୁ କିଣିଲା ଏହି ଦଳ…

Pat-Cummins-and-Juhi-Chawlas-daughter-Jhanvi-Mehta

ଦୁବାଇ : ଅଷ୍ଟ୍ରେଲିଆ ପାଇଁ ODI ବିଶ୍ୱକପ 2023 ଟାଇଟଲ ଜିତିଥିବା କ୍ୟାପଟେନ ପାଟ କମିନ୍ସ ଙ୍କୁ ମଧ୍ୟ ଆଇପିଏଲରେ ମିଳିଲା ବଡ଼ ଉପହାର । ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ (SRH) 20.5 କୋଟିରେ କିଣିଛି।

ଆଇପିଏଲ୍ ନିଲାମ ଇତିହାସରେ ଏହା ହେଉଛି ସବୁଠାରୁ ବଡ ନିଲାମି l ସେ ଆଇପିଏଲ 2023 ସିଜନରେ 18.5 କୋଟିରେ ବିକ୍ରି ହୋଇଥିବା ସାମ କୁରାନଙ୍କ ରେକର୍ଡ ଭାଙ୍ଗିଛନ୍ତି ଯେତେବେଳେ ପଞ୍ଜାବ କିଙ୍ଗସ (PBK) ତାଙ୍କ ଉପରେ ଏହି ମୂଲ୍ୟ ଲଗାଇଥିଲା। ଏହି ଲିଗ୍ ଠାରୁ 20.5 କୋଟି ଟଙ୍କା ରୋଜଗାର କରି ପ୍ୟାଟ୍ କମିନ୍ସ ନିଜର ରେକର୍ଡକୁ ଆହୁରି ଉନ୍ନତ କରିଛନ୍ତି l ଏହାପୂର୍ବରୁ 2020 ସିଜନରେ କୋଲକାତା ନାଇଟ୍ ରାଇଡର୍ସ (KKR) ତାଙ୍କ ପାଇଁ 15.5 କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Exit mobile version