 
        ଭୁବନେଶ୍ୱର ବିମାନ ବନ୍ଦର ଉଡେଇବାକୁ ଧମକ ଦେଲା ପନ୍ନୁ ।ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି । ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି।
ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ।ଖଲିସ୍ତାନୀ ଆତଙ୍କବାଦୀଙ୍କ ପାଇଁ କିଏ କରୁଛି ଓଡ଼ିଶାରେ କାମ । ପନ୍ନୁଙ୍କ ମେସେଜରେ ଓଡ଼ିଆ ଲେଖାକୁ ନେଇ ବଢିଛି ସନ୍ଦେହ ।ପନ୍ନୁଙ୍କ ପଛରେ କାହାର ରହିଛି ମାଷ୍ଟରମାଇଣ୍ଡ ।
ଅଡିଓ ମେସେଜରେ ଭୁବନେଶ୍ୱର ଏୟାର ପୋର୍ଟ ଉଡ଼ାଇବାକୁ ଧମକ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଇମେଲ ମାଧ୍ୟମରେ ଧମକ ।ଡିଜି କନଫେରେନ୍ସକୁ ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ ଖଲିସ୍ତାନୀ ପତାକା ଉଡ଼ାଇଲେ ମିଳିବ ୨୫ ଲକ୍ଷ। ରାଜ୍ୟରେ କାମ କରୁଛି କି ଖଲିସ୍ତାନୀ ଆତଙ୍କୀଙ୍କ ସୁପର ସେଲ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ନ ଉଡ଼ାଇବାକୁ ଚେତାବନୀ ।
 
         
         
         
         
         
        