Site icon UTKAL PRATIDIN

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାରେ ଆସିଲା ନୂଆ ମୋଡ

locket-chatterjee-183957317-16x9_0

କୋଲକାତା ଦୁଷ୍କର୍ମ ହତ୍ୟା ଘଟଣାରେ ପୁଲିସ ଦୁଇ ନେତା ଓ ଡାକ୍ତରଙ୍କୁ ନୋଟିସ କରିଛି ।ଏହି ଘଟଣାରେ ରିପୋର୍ଟକୁ ନେଇ ପୁଲିସ କୁ ଭ୍ରମିତ କଲା ଭଳି ସୂଚନା ଦେଇଥିବାରୁ ବିଜେପିର ଜଣେ ନେତା ଲକେଟ୍ ଚାଟ୍ଟାର୍ଜି ଓ ଦୁଇ ଡାକ୍ତର ସୁବର୍ଣ୍ଣ ଗୋସ୍ବାମୀ ଏବଂ କୁନାଲ ସରକାର ଙ୍କୁ ନୋଟିସ ଜାରି କରିଛନ୍ତି ।

ପୋଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ପିଡୀତଙ୍କ ପରିଚୟ ଓ ଯାଞ୍ଚ ବିଷୟରେ ଭ୍ରମାତ୍ମକ ସୂଚନା ଦେଇଥିଲେ ।ସେଥିପାଇଁ ତାଙ୍କୁ ଆଜି ଅପରାହ୍ନ ୩ଟା ବେଳେ ଥାନାକୁ ଆସିବାକୁ କୁହାଯାଇଛି ।ବିଜେପି ପୂର୍ବତନ ସାଂସଦ ଲକେଟ ଚାଟ୍ଟର୍ଜିଙ୍କୁ ବି ପଚରାଉଚରା ପାଇଁ ନୋଟିସ୍ ଦିଆଯାଇଛି ।

Exit mobile version