ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୬୭ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ।ଲୋକସେବା ଭବନ କନ୍ଭେନ୍ଶନ ସେଣ୍ଟରରେ କାର୍ୟ୍ୟକ୍ରମ ହେବ। ଖୁବ୍ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି ।ବିଭିନ୍ନ ବିଭାଗର ଖାଲି ପଡିଥିବା ପଦବୀ ହେବ ପୂରଣ।
ରାଜ୍ୟରେ ଖାଲି ପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମହାବା ଚରଣ ମାଝୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଅନ୍ୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ମୋହର ବାଜିପାରେ ।