ଆଜି ଠାରୁ ତିନି ଦିନିଆ ଗ୍ରସ୍ତରେ ଯିବେ ମାନ୍ୟଵର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ପ୍ରସଙ୍ଗ ଯଥା ସଦା ସଡକ ଓ ରେଳ ପ୍ରକଳ୍ପ ସହ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।ରାଜ୍ୟର ଉନ୍ନତିକରଣ ସହ ବିଭିନ୍ନ ପ୍ରକଳ୍ପ ଆସିବାକୁ ନେଇ ଆଲୋଚନା କରିବେ । ଜୁଲାଇ ୨୬ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ୪ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାର ଜାତୀୟ ରାଜପଥ ନେଇ ଆଲୋଚନାର କରିବା କଥା ସୂଚନା ମିଳିଛି ।