Site icon UTKAL PRATIDIN

ପୋଲାଣ୍ଡ ଓ ୟୁକ୍ରେନ ଗ୍ରସ୍ତରେ ନରେନ୍ଦ୍ର ମୋଦି

Prime-Minister-Narendra-Modi---PIB-Photo-_1723638879727_1724071842337

ତିନିଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି ।ଭାରତ ପ୍ରଧାନମନ୍ତ୍ରୀଙ୍କ ୪୫ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଗସ୍ତ।ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୋଲାଣ୍ଡର ୱାର୍ସରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।ପରେ ସେ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ ଡୁଡାଙ୍କୁ ଭେଟିବେ।

ଏହାସହ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ପରେ ପିଏମ ମୋଦି ପୋଲାଣ୍ଡରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗ୍ରସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହରି ମଜଭୁତ କରିବ।ପ୍ରଧାନମନ୍ତ୍ରୀ ପ୍ରଥମେ ୨୧ ରୁ ୨୨ ଅଗଷ୍ଟ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ ଏବଂ ପରେ ୨୩ ଅଗଷ୍ଟରେ ଯୁକ୍ରେନର ‘କିଭ୍’ ଗସ୍ତ କରିବେ। ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ପର୍ଯ୍ୟନ୍ତ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ।

Exit mobile version