Site icon UTKAL PRATIDIN

ମୋଦି ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି

pm-narendra-modi_650x400_61456058109

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଶନିବାର ସମ୍ୱଲପୁରର ରେମେଡ ପଡିଆରେ ଏକ ବିଶାଳ ଜନ ସମାବେଶକୁ ସମ୍ୱୋଧିତ କରିଛନ୍ତି। ଏ ଅବସରରେ ବୀର ସୁରେନ୍ଦ୍ର ସାଏ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିଚାରଣ କରିଥିଲେ। ରେମେଡ ପଡିଆରେ ଜୟ ଜଗନ୍ନାଥ, ଜୟ ମା’ ସମଲେଇ କହି ଆରମ୍ଭ କଲେ ଅଭିଭାଷଣ। ସମ୍ୱଲପୁର ଭାଷାରେ ମଧ୍ୟ ଅଭିଭୋଣଷ ରଖିଥିଲେ ମୋଦି। ଜାଣନ୍ତୁ କଣ କହିଥିଲେ ପ୍ରଧାନମନ୍ତ୍ରୀ…

Exit mobile version